ପ୍ରଧାନ ପୃଷ୍ଠା


ଓଡ଼ିଆ ଉଇକିପିଡ଼ିଆ
ଏକ ଖୋଲା ଜ୍ଞାନକୋଷ
କିପରି ଟାଇପ କରିବେ ଜାଣିବା ନିମନ୍ତେ ଏଥିରେ କ୍ଳିକ କରନ୍ତୁ

ଆଲୋଚନା ସଭାଇ-ମେଲରେ ଯୋଗାଯୋଗଲଗ ଇନ/ନୂଆ ଖାତାଟିଏ ଖୋଲିବେ

 
ନୂଆ ପ୍ରସଙ୍ଗଟିଏ ଗଢ଼ିବା ଶିଖନ୍ତୁ

ନିୟମାବଳୀକିଛି ଜାଣିବା କଥାଲେଖିବାରେ ସହଯୋଗଦରକାରୀ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ତାଲିକା

ଖୋଜିବାକୁ ଚାହୁଁଥିବା ପ୍ରସଙ୍ଗର ପ୍ରଥମ ଅକ୍ଷର ଉପରେ କିମ୍ବା ଶ୍ରେଣୀ ଉପରେ କ୍ଳିକ କରନ୍ତୁ ।

୦-୯
ଶ୍ରେଣୀକ୍ଷଜ୍ଞଶ୍ରୀଓଁ
ନୂଆ ପୃଷ୍ଠାର ନାମ ଲେଖନ୍ତୁ:

 ପୂର୍ବରୁ ଥିବା ପ୍ରସଙ୍ଗ ସବୁକୁ ଆପଣ ଅଧିକ ତଥ୍ୟ ଯୋଡ଼ି ଉନ୍ନତ କରିପାରିବେ ବା ନୂଆ ପ୍ରସଙ୍ଗ ତିଆରି କରିପାରିବେ

ଗୁମ୍ଫା-୨୬ର ଅଭ୍ୟନ୍ତର

ଅଜନ୍ତା ଗୁମ୍ଫା ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଖ୍ରୀଷ୍ଟାବ୍ଦ ପଞ୍ଚମ ଶତାବ୍ଦୀ ମଧ୍ୟରେ ଭାରତରେ ନିର୍ମିତ ପ୍ରାୟ ୩୦ଟି ବୌଦ୍ଧ ଗୁମ୍ଫାକୁ ବୁଝାଇଥାଏ । ଏହି ଗୁମ୍ଫାଗୁଡ଼ିକ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ଅବସ୍ଥିତ । ଏହି ଗୁମ୍ଫାମାନଙ୍କରେ ପ୍ରସ୍ତରକୁ କାଟି ନିର୍ମିତ ମୂର୍ତ୍ତି ସହିତ ଗୁମ୍ଫା କାନ୍ଥ ଓ ଛାତରେ ବହୁ ସୁନ୍ଦର ଚିତ୍ର ମଧ୍ୟ ଦେଖିବାକୁ ମିଳେ । ମୂର୍ତ୍ତିଗୁଡ଼ିକ ପ୍ରାଚୀନ ଭାରତୀୟ ସ୍ଥାପତ୍ୟ କଳାର ଜୀବନ୍ତ ଦୃଷ୍ଟାନ୍ତ ଏବଂ ଚିତ୍ରଗୁଡ଼ିକରେ ଭାବଭଙ୍ଗୀ ଅତି ନିଖୁଣ ଭାବରେ ପ୍ରକାଶିତ ।ୟୁନେସ୍କୋ (UNESCO) ଅନୁସାରେ ଭାରତୀୟ କଳାକୁ ପ୍ରଭାବିତ କରିଥିବା ବୌଦ୍ଧ ଧାର୍ମିକ କଳାର ଏକ ଶ୍ରେଷ୍ଠ ଉଦାହରଣ ହେଉଛି ଅଜନ୍ତା । ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଦୁଇଟି ପର୍ଯ୍ୟାୟରେ ନିର୍ମିତ ହୋଇଥିଲା । ପ୍ରଥମ ନିର୍ମାଣ ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା । ଦ୍ୱିତୀୟ ନିର୍ମାଣ ପାରମ୍ପରିକ ଲେଖା ଅନୁସାରେ ଖ୍ରୀ. ୪୦୦-୬୫୦ ମଧ୍ୟରେ ଓ ନୂତନ ଗବେଷକଙ୍କ ମତରେ ଖ୍ରୀ. ୪୬୦-୪୮୦ ମଧ୍ୟରେ ହୋଇଥିଲା । ଅଜନ୍ତା ଗୁମ୍ଫା ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗଦ୍ୱାରା ସଂରକ୍ଷିତ ଐତିହାସିକ ସ୍ଥଳ ଏବଂ ୧୯୮୩ ମସିହାରୁ ଏହାକୁ ୟୁନେସ୍କୋ (UNESCO) ବିଶ୍ୱଐତିହ୍ୟ ସ୍ଥଳ ମାନ୍ୟତା ଦିଆଯାଇଛି ।


ପୁରା ପଢନ୍ତୁ...

ଏଇଟି ଗତବର୍ଷ ପୁରୁଣା ବଛା ଲେଖା, ନୁଆ ତିଆରି କରନ୍ତୁ


ଜନ୍ମ

ମୃତ୍ୟୁ

ପର୍ବପର୍ବାଣୀ

୨୦୧୧ର ଏକ ସୌର ପ୍ରଦାହ
୨୦୧୧ର ଏକ ସୌର ପ୍ରଦାହ
ସ୍ଵତ୍ତ୍ଵାଧିକାରୀ: ନାସା ଗୋଡାର୍ଡ଼ ସ୍ପେସ ଫ୍ଲାଇଟ ସେଣ୍ଟର
ଏ ଫଟୋ ଗତବର୍ଷରୁ । ନୂଆଟିଏ ବାଛନ୍ତୁ

ମେଟା-ଉଇକି ମେଟା-ଉଇକି (ଉଇକିମିଡ଼ିଆ ପ୍ରକଳ୍ପର ପରିଚାଳନା)   କମନ୍ସ ଉଇକିକମନ୍ସ (ମାଗଣା ମାଧ୍ୟମର ଭଣ୍ଡାର)   Wikidata ଉଇକିଡାଟା (ଖୋଲା ତଥ୍ୟ ଭଣ୍ଡାର)   ଉଇକିଅଭିଧାନ ଉଇକିଅଭିଧାନ (ଶବ୍ଦକୋଷ ଓ ବିଶେଷଣ ପୋଥି)   ଉଇକିକଥା ଉଇକିକଥା (ଢଗଢମାଳି ଓ ବିଶେଷ କଥା)   ଉଇକିପାଠାଗାର ଉଇକିପାଠାଗାର (ମାଗଣା ପଢ଼ାଘର)   ଉଇକି ସମ୍ବାଦ ଉଇକି ସମ୍ବାଦ (ଖୋଲା ସମ୍ବାଦ)   ଉଇକିପୋଥି ଉଇକିପୋଥି (ମାଗଣା ପଢ଼ାବହି ଓ ମାନୁଆଲ)   ଉଇକିସ୍ପିସିସ ଉଇକିସ୍ପିସିସ (ଜାତିମାନଙ୍କର ତାଲିକା)   ଉଇକି ମହାବିହାର ଉଇକି ମହାବିହାର (ମାଗଣା ଶିକ୍ଷଣ ଓ ଉପକରଣ)   ଉଇକିଭ୍ରମଣ ଉଇକିଭ୍ରମଣ (ଖୋଲା ଭ୍ରମଣ-ପୁସ୍ତିକା)

 ଉପରକୁ ଯିବେପୁନଃ ଲୋଡ଼ଉଇକିମିଡ଼ିଆ ଭାରତ ପୋର୍ଟାଲପରିସଂଖ୍ୟାନଆଲୋଚନା ସଭାଯୋଗାଯୋଗ ଫେସବୁକ ଟୁଇଟର

ଭାଷା
🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଗଙ୍ଗାଧର ମେହେରରଥଯାତ୍ରାଫକୀର ମୋହନ ସେନାପତିମିଡ଼ିଆଉଇକି:Interwiki-links.jsଓଡ଼ିଆ ଭାଷାଓଡ଼ିଆ ସାହିତ୍ୟସାରଳା ଦାସଉପେନ୍ଦ୍ର ଭଞ୍ଜମହାତ୍ମା ଗାନ୍ଧୀଗୋପବନ୍ଧୁ ଦାସରାଧାନାଥ ରାୟଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଜଗନ୍ନାଥ ଦାସସିକ୍ଲ ସେଲ୍ ରୋଗଲକ୍ଷ୍ମୀନାରାୟଣ ସାହୁଲକ୍ଷ୍ମୀକାନ୍ତ ମହାପାତ୍ରଉଦ୍ଭିଦସଚ୍ଚିଦାନନ୍ଦ ରାଉତରାୟମଧୁସୂଦନ ଦାସସହଯୋଗ:ବିଷୟବସ୍ତୁଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସୁରେନ୍ଦ୍ର ମହାନ୍ତିକବିସୂର୍ଯ୍ୟ ବଳଦେବ ରଥମନୋଜ ଦାସମଧୁସୂଦନ ରାଓଗୋପୀନାଥ ମହାନ୍ତିପ୍ରତିଭା ରାୟଭୀମ ଭୋଇଉଇକିପିଡ଼ିଆ:ବ୍ୟବହାରକାରୀ ପୃଷ୍ଠାଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକକାଳିନ୍ଦୀ ଚରଣ ପାଣିଗ୍ରାହୀଗୋଦାବରୀଶ ମହାପାତ୍ରମନୋରଞ୍ଜନ ଦାସବିଶେଷ:ନଗଦବଦଳଉଇକିପିଡ଼ିଆ:ଆମ ସହ ଯୋଗାଯୋଗ