ହୁଗୁଳି-ଚିନସୁରା

ହୁଗୁଳି-ଚିନସୁରା ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଅବସ୍ଥିତ ।

ହୁଗୁଳି ନ୍ୟାୟାଳୟ

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ହୁଗୁଳି-ଚିନସୁରା ସହରର ମୋଟ ଜନସଂଖ୍ୟା ୧୭୦୨୦୧ ଅଟେ ।[୧] ସେଥି ମଧ୍ୟରୁ ୫୦.୯୬% ଜଣ ପରୁଷ ହୋଇଥିବା ବେଳେ ୪୯.୦୪% ଜଣ ନାରୀ ଅଟନ୍ତି । ହୁଗୁଳି-ଚିନସୁରାର ସାକ୍ଷରତା ହାର ୮୦.୭୩% ଅଟେ । ଏହା ଜାତୀୟ ହାରଠାରୁ ୧୫.୮୯% ପ୍ରତିଶତ କମ ଅଟେ । ସେଥିରୁ ୪୨.୯୯% ପ୍ରତିଶତ ପୁରୁଷ ଓ ୩୭.୭୪% ନାରୀ ଅଟନ୍ତି । ୮.୦୮% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୧]

ବଙ୍ଗାଳୀ ହୁଗୁଳି-ଚିନସୁରାର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. ୧.୦ ୧.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା
🔥 Top keywords: ପ୍ରଧାନ ପୃଷ୍ଠାଗୋପବନ୍ଧୁ ଦାସବିଶେଷ:ଖୋଜନ୍ତୁଫକୀର ମୋହନ ସେନାପତିଗଙ୍ଗାଧର ମେହେରମିଡ଼ିଆଉଇକି:Interwiki-links.jsରଥଯାତ୍ରାରାଧାନାଥ ରାୟମହାତ୍ମା ଗାନ୍ଧୀଜଗନ୍ନାଥ ଦାସସିକ୍ଲ ସେଲ୍ ରୋଗଓଡ଼ିଆ ସାହିତ୍ୟଜଗନ୍ନାଥ ମନ୍ଦିରପଞ୍ଚସଖାଦ୍ୱିତୀୟ ବିଶ୍ୱଯୁଦ୍ଧମଧୁସୂଦନ ଦାସସାରଳା ଦାସଉପେନ୍ଦ୍ର ଭଞ୍ଜଜଗନ୍ନାଥମଧୁସୂଦନ ରାଓଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଶେଷ:ନଗଦବଦଳଲକ୍ଷ୍ମୀକାନ୍ତ ମହାପାତ୍ରରୁମା ଦେବୀଓଡ଼ିଆ ଭାଷାଗୋପୀନାଥ ମହାନ୍ତିଉଇକିପିଡ଼ିଆଉଇକିପିଡ଼ିଆ:ଆମେ ଦାୟୀ ନୋହୁଁବ୍ୟବହାରକାରୀ:SRIKANTA KUMAR NAYAK/ପୁରୀ ଖରୁଡାଙ୍କ ଘଣ୍ଟୁଆ ସେବାମେଘା ମିତ୍ତଲଉଇକିପିଡ଼ିଆ:ବାବଦରେପ୍ରତିଭା ରାୟସୁରେନ୍ଦ୍ର ମହାନ୍ତିଅଚ୍ୟୁତାନନ୍ଦ ଦାସଓଡ଼ିଶାକୋଣାର୍କ ସୂର୍ଯ୍ୟ ମନ୍ଦିରସଚ୍ଚିଦାନନ୍ଦ ରାଉତରାୟକାଳିନ୍ଦୀ ଚରଣ ପାଣିଗ୍ରାହୀସହଯୋଗ:ବିଷୟବସ୍ତୁ