ଆହମ୍ମଦୀୟ

ଆହମ୍ମଦୀୟ ବା ଆହମ୍ମଦୀୟା(ଆରବୀ: أحمدية

ଉର୍ଦ୍ଦୁ
احمدِیہ) ହେଉଛି ଏକ ଇସଲାମୀୟ ସମାଜ ସୁଧାର ଆନ୍ଦୋଳନ ।[୧][୨][୩] ଯାହା ମୀର୍ଜା ଘୁଲାମ ଅହମ୍ମଦ(୧୮୩୫-୧୯୦୮)ଙ୍କ ଜୀବନ ଓ ଶିକ୍ଷା ଉପରେ ଆଧାରିତ ହୋଇ ଉନବିଂଶ ଶତାବ୍ଦୀରେ ବ୍ରୀଟିଶ ଶାସନାଧିନ ଭାରତରେ ପ୍ରତିଷ୍ଠିତ ହୋଇଥିଲା ଯିଏକି ବିଭିନ୍ନ ପାଶ୍ଚାତ୍ୟ ଧର୍ମାଦିର ଭବିଷ୍ୟବାଣୀରେ ବର୍ଣ୍ଣିତ ଈଶ୍ୱରଙ୍କ ଶେଷନିଷ୍ପତ୍ତି ଦିନର ଅଗ୍ରଦୂତ ଓ ଇସଲାମ ଧର୍ମରେ ବର୍ଣ୍ଣିତ ଇସଲାମ ଧର୍ମର ବିଜୟ ଆଣିବାରେ ସିଦ୍ଧ ହୋଇଥିଲେ ବୋଲି ନିଜକୁ ଘୋଷଣା କରିଥିଲେ। ସେ ନିଜକୁ ଚତୁର୍ଦଶ ଶତାବ୍ଦୀର ମୁଜାଦିଦ (ଈଶ୍ୱରୀୟ ସଂସ୍କାରକ) ଓ ମୁସଲମାନଙ୍କର ପ୍ରତୀକ୍ଷିତ ମହଦି ଓ ପ୍ରତିଜ୍ଞାବଦ୍ଧ ମସିହାରୂପେ ଘୋଷଣା କରିଥିଲେ [୪][୫][୬] ଆହମ୍ମଦୀୟ ଆନ୍ଦୋଳନର ଅନୁଗାମୀମାନେ ଆହମ୍ମଦୀ ବା ଅହମ୍ମଦୀ ମୁସଲମାନ ଭାବେ ପରିଚିତ। ଅନ୍ୟମତାବଲମ୍ବୀ ମୁସଲମାନମାନେ ଏହାଙ୍କୁ ବ୍ୟଙ୍ଗୋକ୍ତିରେ କାଦିଆନୀ (କାଦିୟାନ ସ୍ଥଳର) ମୁସଲମାନ ବୋଲି କହିଥାନ୍ତି। [୭]


  1. "The Amman Message".
  2. Valentine, Simon (2008). Islam and the Ahmadiyya jamaʻat: history, belief, practice. Columbia University Press. p. xv. ISBN 978-0-231-70094-8.
  3. Morgan, Diane (2009). Essential Islam: a comprehensive guide to belief and practice. Greenwood Press. p. 242. ISBN 978-0-313-36025-1.
  4. Naeem Osman Memon (1994). An Enemy a Disbeliever a Liar, Claims of Hadhrat Ahmad. Islam International Publications. ISBN 1-85372-552-8.
  5. B.A Rafiq (1978). Truth about Ahmadiyyat, Reflection of all the Prohets. London Mosque. ISBN 0-85525-013-5.
  6. Mirza Tahir Ahmad (1998). Revelation Rationality Knowledge and Truth, Future of Revelation. Islam International Publications. ISBN 1-85372-640-0.
  7. "ମହମ୍ମଦ". ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ. Archived from the original on 2014-04-08. Retrieved 2013-01-25.
🔥 Top keywords: ପ୍ରଧାନ ପୃଷ୍ଠାଗୋପବନ୍ଧୁ ଦାସବିଶେଷ:ଖୋଜନ୍ତୁଫକୀର ମୋହନ ସେନାପତିଗଙ୍ଗାଧର ମେହେରମିଡ଼ିଆଉଇକି:Interwiki-links.jsରଥଯାତ୍ରାରାଧାନାଥ ରାୟମହାତ୍ମା ଗାନ୍ଧୀଜଗନ୍ନାଥ ଦାସସିକ୍ଲ ସେଲ୍ ରୋଗଓଡ଼ିଆ ସାହିତ୍ୟଜଗନ୍ନାଥ ମନ୍ଦିରପଞ୍ଚସଖାଦ୍ୱିତୀୟ ବିଶ୍ୱଯୁଦ୍ଧମଧୁସୂଦନ ଦାସସାରଳା ଦାସଉପେନ୍ଦ୍ର ଭଞ୍ଜଜଗନ୍ନାଥମଧୁସୂଦନ ରାଓଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଶେଷ:ନଗଦବଦଳଲକ୍ଷ୍ମୀକାନ୍ତ ମହାପାତ୍ରରୁମା ଦେବୀଓଡ଼ିଆ ଭାଷାଗୋପୀନାଥ ମହାନ୍ତିଉଇକିପିଡ଼ିଆଉଇକିପିଡ଼ିଆ:ଆମେ ଦାୟୀ ନୋହୁଁବ୍ୟବହାରକାରୀ:SRIKANTA KUMAR NAYAK/ପୁରୀ ଖରୁଡାଙ୍କ ଘଣ୍ଟୁଆ ସେବାମେଘା ମିତ୍ତଲଉଇକିପିଡ଼ିଆ:ବାବଦରେପ୍ରତିଭା ରାୟସୁରେନ୍ଦ୍ର ମହାନ୍ତିଅଚ୍ୟୁତାନନ୍ଦ ଦାସଓଡ଼ିଶାକୋଣାର୍କ ସୂର୍ଯ୍ୟ ମନ୍ଦିରସଚ୍ଚିଦାନନ୍ଦ ରାଉତରାୟକାଳିନ୍ଦୀ ଚରଣ ପାଣିଗ୍ରାହୀସହଯୋଗ:ବିଷୟବସ୍ତୁ