ଇଶାନ୍ତ ଶର୍ମା

ଭାରତୀୟ କ୍ରିକେଟ ଖେଳାଳି

ଇଶାନ୍ତ ଶର୍ମା (ଜନ୍ମ ୨ ସେପ୍ଟେମ୍ବର ୧୯୮୮) ଭାରତୀୟ କ୍ରିକେଟ ଦଳର ଜଣେ ସଦସ୍ୟ । ସେ ଜଣେ ଡାହାଣହାତୀ ପେସ ବୋଲର । ମାତ୍ର ୧୮ ବର୍ଷ ବୟସରେ ସେ ଦକ୍ଷିଣଆଫ୍ରିକା ଦଳ ବିପକ୍ଷରେ ହେବାକୁ ଥିବା ଖେଳ ପାଇଁ ଭାରତୀୟ ଜାତୀୟ ଦଳ ପକ୍ଷରୁ ଚୟନ ହୋଇଥିଲେ । ୨୦୧୧ରେ ସେ ବିଶ୍ୱର ପଞ୍ଚମ ଶ୍ରେଷ୍ଠ କନିଷ୍ଠ ଖେଳାଳି ଭାବରେ ୧୦୦ଟି ଟେଷ୍ଟ ୱିକେଟ ନେଇଥିଲେ ।

ଇଶାନ୍ତ ଶର୍ମା
Sharma in 2012
ବ୍ୟକ୍ତିଗତ ତଥ୍ୟ
ନାମଇଶାନ୍ତ ବିଜୟ ଶର୍ମା
ଜନ୍ମଛାଞ୍ଚ:ଜନ୍ମ ତାରିଖ ও ବୟସ
ଦିଲ୍ଲୀ, ଭାରତ
ଡାକ ନାମଲମ୍ବୁ
ଉଚ୍ଚତା1.95 m (6 ft 5 in)
ବ୍ୟାଟିଂ ପ୍ରକାରଡାହାଣହାତୀ
ବୋଲିଂ ପ୍ରକାରଡାହାଣହାତୀ ଫାସ୍ଟ-ମିଡିଅମ
ଭୂମିକାବୋଲର
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap ୫୯)୨୫ ମେ ୨୦୦୭ v ବାଂଲାଦେଶ
ଶେଷ ଟେଷ୍ଟ୧୩ ଜାନୁଆରୀ ୨୦୧୮ v ଦ‌‍କ୍ଷିଣ ଆଫ୍ରିକା
ପ୍ରଥମ ଦିନିକିଆ (cap ୭୫)୨୯ ଜୁନ ୨୦୦୭ v ଦକ୍ଷିଣ ଆଫ୍ରିକା
ଶେଷ ଦିନିକିଆ୯ ନଭେମ୍ବର ୨୦୧୪ v ଶ୍ରୀଲ‍ଙ୍କା
ପ୍ରଥମ ଟି୨୦ (cap ୧୪)୧ ଫେବୃଆରୀ ୨୦୦୮ v ଅଷ୍ଟ୍ରେଲିଆ
ଶେଷ ଟି୨୦୧୦ ଅକ୍ଟୋବର ୨୦୧୩ v ଅଷ୍ଟ୍ରେଲିଆ
ଘରୋଇ ଦଳ ତଥ୍ୟ
YearsTeam
୨୦୦୬/୦୭–ବର୍ତ୍ତମାନଦିଲ୍ଲୀ
୨୦୦୮–୨୦୧୦କଲକାତା ନାଇଟ ରାଇଡର୍ସ
୨୦୧୧–୨୦୧୨ଡେକାନ ଚାର୍ଜର୍ସ
୨୦୧୩–ସନରାଇଜର୍ସ ହାଇଦରାବାଦ
Career statistics
ପ୍ରତିଯୋଗିତା ଟେଷ୍ଟଓଡ଼ିଆଇଟି୨୦ଆଇଏଫସି
ମ୍ୟାଚ ସଂଖ୍ୟା 808014117
ମୋଟ ରନ 565728725
ବ୍ୟାଟିଂ ହାର 8.434.808.008.33
ଶତକ/ଅର୍ଦ୍ଧଶତକ 0/00/00/00/0
ସର୍ବାଧିକ ରନ 31*135*31*
ବଲ ସଂଖ୍ୟା 15420373327821937
ଉଇକେଟ 2311158371
ବୋଲିଂ ହାର 36.1330.9850.0030.51
ଇନିଙ୍ଗସରେ ୫ଟି ଉଇକେଟ 7012
ମ୍ୟାଚରେ ୧୦ଟି ଉଇକେଟ 102
ସବୁଠୁ ଭଲ ବୋଲିଂ 7/744/342/347/24
କ୍ୟାଚ/ଷ୍ଟମ୍ପିଙ୍ଗ 13/–17/–4/–19/–
Source: ESPNcricinfo, ୧୭ ଜାନୁଆରି ୨୦୧୮

ଘରୋଇ ଓ ପ୍ରଥମ ଶ୍ରେଣୀ କ୍ୟାରିୟର

ସମ୍ପାଦନା

ଘରୋଇ କ୍ରିକେଟ ସେ ଦିଲ୍ଲୀ ତରଫରୁ ଖେଳନ୍ତି । ସେ ୧୯ ବର୍ଷ କମ ଭାରତୀୟ ଦଳ ତରଫରୁ ଇଂଲଣ୍ଡ ଟୁର ଓ ପାକିସ୍ତାନ ଟୁର ପାଇଁ ଚୟନ ହୋଇଥିଲେ ଓ ଉନ୍ନତ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଆନ୍ତର୍ଜାତୀୟ କ୍ୟାରିୟର

ସମ୍ପାଦନା

୨୦୦୭ରେ ବାଂଲାଦେଶ ଟୁର ପାଇଁ ମନୋନୟନ ହୋଇଥିଲେ ଓ ପରେ ପରେ ଇଂଲଣ୍ଡ ଗସ୍ତରେ ଯାଇଥିଲେ । ସେହି ବର୍ଷ ପାକିସ୍ତାନ ଟୁରରେ ଯାଇ ଟେଷ୍ଟ ମ୍ୟାଚରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ତାଙ୍କ ଉନ୍ନତ ପ୍ରଦର୍ଶନ ଜାରି ରଖି ସେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲେ । ପର୍ଥରେ କଙ୍ଗାରୁ ଦଳର ଅଧିନାୟକ ରିକି ପଣ୍ଟିଂଙ୍କୁ ସାଂଘାତିକ ବୋଲିଂ କରି ଚର୍ଚାକୁ ଆସିଥିଲେ । ୧୦ ଫ୍ରେବୁଆରୀ ୨୦୦୮ର ସିବି ସିରିଜରେ ଆଷ୍ଟ୍ରେଲିଆ ଦଳର ୪ଟି ଗୁରୁତ୍ୱପୂର୍ଣ ୱିକେଟ ନେଇ ଭାରତକୁ ଜିତାଇଥିଲେ ।

🔥 Top keywords: ପ୍ରଧାନ ପୃଷ୍ଠାସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.jsଗଙ୍ଗାଧର ମେହେରଫକୀର ମୋହନ ସେନାପତିଗୋପବନ୍ଧୁ ଦାସରାଧାନାଥ ରାୟବିଶେଷ:ନଗଦବଦଳଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସଲକ୍ଷ୍ମୀକାନ୍ତ ମହାପାତ୍ରମଧୁସୂଦନ ରାଓମଧୁସୂଦନ ଦାସଓଡ଼ିଆ ଭାଷାପ୍ରଧାନମନ୍ତ୍ରୀ ଜନଧନ ଯୋଜନାଓଡ଼ିଆ ସାହିତ୍ୟରଥଯାତ୍ରାସାରଳା ଦାସମହାତ୍ମା ଗାନ୍ଧୀଅଣସରଜଗନ୍ନାଥସୁରେନ୍ଦ୍ର ମହାନ୍ତିମନୋଜ ଦାସବଳଭଦ୍ରଭୀମ ଭୋଇବାରବାଟି ଦୁର୍ଗଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସହଯୋଗ:ବିଷୟବସ୍ତୁସଚ୍ଚିଦାନନ୍ଦ ରାଉତରାୟପଞ୍ଚସଖାଗୋପୀନାଥ ମହାନ୍ତିକାନାଡ଼ାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାକୋଣାର୍କ ସୂର୍ଯ୍ୟ ମନ୍ଦିରଉପେନ୍ଦ୍ର ଭଞ୍ଜମୋହନ ଚରଣ ମାଝୀ