ଉଇକିପିଡ଼ିଆ:ଓଡ଼ିଶା ଦିବସ ୨୦୧୪
୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ଭାରତରେ ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନ ହେବା କ୍ଷେତ୍ରରେ ପ୍ରଥମ । ଏହି ଦିବସ ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଭାଷାର ଇତିହାସରେ ଏକ ବିଶେଷ ଭୂମିକା ଗ୍ରହଣ କରିଥାଏ । ଓଡ଼ିଆ ଉଇକିପିଡ଼ିଆର ଅଗଣିତ ପାଠକ ଓ ଏଥିରେ ଭାଗନେଇ ନିରବଚ୍ଛିନ୍ନ ଭାବେ ଇଣ୍ଟରନେଟର ଏହି ଜ୍ଞାନକୋଷ ଜରିଆରେ ଜ୍ଞାନର ବିତରଣ ପାଇଁ ଯେଉଁ ଉଇକିଆଳିଗଣ ସ୍ୱେଚ୍ଛାରେ ଏହାକୁ ସମ୍ପାଦନା କରିଚାଲିଛନ୍ତି ସେ ସମସ୍ତଙ୍କ ମିଳିତ ସହଯୋଗରେ ଏ ଏକ ଦୁଇଦିନିଆ ଉତ୍ସବ । ଏହା ଓଡ଼ିଆ ଭାଷା, ଲିପି ଓ ଜାତୀୟତା ତଥା ଓଡ଼ିଆ ଭାଷାକୁ ଡିଜିଟାଲ ମାଧ୍ୟମରେ କିପରି ଅଧିକ ଲୋକଙ୍କ ପାଖରେ ପହଞ୍ଚାଯାଇପାରିବ ତାହା ନିମନ୍ତେ । ଏଥିରେ ଭାଷା, ଲିପି ଗବେଷକ, ଗଣମାଧ୍ୟମର ବରିଷ୍ଠ କର୍ମକର୍ତ୍ତାଗଣ, କମ୍ପ୍ୟୁଟର ଓ ଇଣ୍ଟରନେଟ ମାଧ୍ୟମରେ ଓଡ଼ିଆ ଭାଷାର ବିକାଶ ପାଇଁ ଗବେଷଣା କରୁଥିବା ଗବେଷକ ମାନଙ୍କୁ ଯୋଗଦେଇ ମିଳିତ ଭାବରେ କିପରି ଓଡ଼ିଆ ଭାଷାର ବିକାଶରେ ନାନାଦି ସାଧନ ନିର୍ମାଣ କରାଯାଇପାରିବ ସେ ବାବଦରେ ଅଧିକ ଆଲୋଚନା ଓ ପ୍ରକଳ୍ପରେ ଭାଗନେବାପାଇଁ ଆମନ୍ତ୍ରଣ କରାଯାଉଛି ।
- ଓଡ଼ିଆ ଭାଷା ଓ ଶାସ୍ତ୍ରୀୟ ମାନ୍ୟତା
ଓଡ଼ିଆ ଭାଷା ଏବେ ଶାସ୍ତ୍ରୀୟ ମାନ୍ୟତା ପାଇଛି । ତେବେ ବର୍ତ୍ତମାନ କମ୍ପ୍ୟୁଟରରେ ତଥ୍ୟ ଖୋଜିବାରେ ଅଭ୍ୟସ୍ତ ଆଧୁନିକ ପିଢ଼ି ପାଇଁ ଏହାର ଉପୋଯୋଗୀତା କେତେ?
- ଦେବୀପ୍ରସନ୍ନ ପଟ୍ଟନାୟକ
ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ଲାଙ୍ଗୁଏଜେସ (CIIL), ମହୀଶୂରର ପୂର୍ବତନ ନିର୍ଦ୍ଦେଶକ - ଡଃ. ସୁବ୍ରତ ପୃଷ୍ଟି
ଓଡ଼ିଆ ଭାଷା ଗବେଷକ
- ଓଡ଼ିଆ ଓ ମିଡ଼ିଆ
ମିଡ଼ିଆ ଓ ଶିକ୍ଷାକ୍ଷେତ୍ରରେ ଓଡ଼ିଆ ଭାଷାର ସ୍ଥିତି, ଉପଯୋଗୀତା, ଆବଶ୍ୟକୀୟ ପଦଃକ୍ଷେପ ।
- ସମ୍ପଦ ମହାପାତ୍ର
ବରିଷ୍ଠ ସାମ୍ବାଦିକ
- ମୃତ୍ୟୁଞ୍ଜୟ କର
ଓଡ଼ିଆ ଉଇକିପିଡ଼ିଆର ପରିଚାଳକ ଓ କାର୍ଯ୍ୟକ୍ରମ ସଂଯୋଜକ - ଆଦିତ୍ୟ ମହାର
ଓଡ଼ିଆ ଉଇକିପିଡ଼ିଆର ସମ୍ପାଦକ ଓ କାର୍ଯ୍ୟକ୍ରମର ସହ-ସଂଯୋଜକ
୨୯ ମାର୍ଚ୍ଚ ୨୦୧୪, ଜୟଦେବ ଭବନ, ଭୁବନେଶ୍ୱର | ||||||
୯:୩୦ - ୧୦ | ସକାଳ ୧୦ - ୧୦.୧୫ | ସକାଳ ୧୦.୧୫ - ୧୦:୩୦ | ସକାଳ ୧୦:୩୦ - ୧୧ | ସକାଳ ୧୧ - ୧୧:୪୫ | ସକାଳ ୧୧:୪୫ - ଦିବା ୧୨:୧୫ | ଦିବା ୧୨:୧୫ - ଦିବା ୧:୩୦ |
ନାମଲେଖା | "ଓଡ଼ିଶା ଦିବସ ୨୦୧୪"ର ଉଦ୍ଘାଟନ | ଓଡ଼ିଆ ଉଇକିପିଡ଼ିଆର ଯାତ୍ରା ଓ ଭବିଷ୍ୟତ (ଶୁଭାଷିସ ପାଣିଗ୍ରାହୀ) | ଜଗନ୍ନାଥ ମହାନ୍ତିଙ୍କ ପୁସ୍ତକଗୁଡ଼ିକର ସତ୍ତ୍ଵମୁକ୍ତ ଉନ୍ମୋଚନ | ଓଡ଼ିଆ ଭାଷାର ଶାସ୍ତ୍ରୀୟ ମାନ୍ୟତା (ଡଃ ଦେବୀପ୍ରସନ୍ନ ପଟ୍ଟନାୟକ) | ମେସିନ ଅନୁବାଦ (ପ୍ର. ଉଦୟନାଥ ସାହୁ) | ଓଡ଼ିଆ ଓ ମିଡ଼ିଆ: ଗଣମାଧ୍ୟମ ଆଲୋଚନାଚକ୍ର (ଡ. ଲେନିନ ମହାନ୍ତି, ପ୍ରଦୋଷ ପଟ୍ଟନାୟକ, ସୁବ୍ରତ ପୃଷ୍ଟି) |
ଦିବା ୧:୩୦ - ଦିବା ୨:୩୦: ମଧ୍ୟାହ୍ନ ଭୋଜନ ବିରତି | ||||||
ଦିବା ୨:୩୦ - ଦିବା ୩:୩୦ | ଦିବା ୩:୩୦ - ଦିବା ୩:୪୫ | |||||
ନୂତନ ଉଇକିଆଳିଙ୍କ ନିମନ୍ତେ କର୍ମଶାଳା | ଉଦ୍ଯାପନୀ ଓ ଓଡ଼ିଆ ଉଇକିପିଡ଼ିଆ କିଟର ବିତରଣ |
ନିମ୍ନଲିଖିତ କାର୍ଯ୍ୟକ୍ରମ କେବଳ ଅଭିଜ୍ଞ ଉଇକିଆଳିଙ୍କ ନିମନ୍ତେ । ଏଥିରେ ଯଦି ଆପଣ ଭାଗନେଇ କୌଣସି ବିଷୟରେ ଏକ ଉପସ୍ଥାପନା ଦେବା ପାଇଁ ଚାହାଁନ୍ତି ତେବେ ଦୟାକରି ଉପସ୍ଥାପନା ପୃଷ୍ଠାଟି ଦେଖନ୍ତୁ ।
୩୦ ମାର୍ଚ୍ଚ ୨୦୧୪, କିଟ କ୍ୟାମ୍ପସ: ୬, ହଲ ନଂ: ୪, ଭୁବନେଶ୍ୱର | ||||||||
ସକାଳ ୯:୩୦ - ୧୦ | ସକାଳ ୧୦ - ୧୧ | ସକାଳ ୧୧ - ଦିବା ୧୨ | ଦିବା ୧୨ - ଦିବା ୧:୩୦ | |||||
ଦିବସର କାର୍ଯ୍ୟକ୍ରମ ବାବଦରେ ପ୍ରାକସୂଚନା (ଡା. ସୁବାସ ଚନ୍ଦ୍ର ରାଉତ) | କମ୍ୟୁନିଟି ଗଠନରେ ଉଚିତ ଓ ଅନୁଚିତ କାମ (ଶୁଭାଶିଷ ପାଣିଗ୍ରାହୀ) | ଉଇକିପିଡ଼ିଆରେ ଆଧାର (ଡା. ସୁବାସ ଚନ୍ଦ୍ର ରାଉତ) | ଛବି ଅପଲୋଡ଼ (ଶିତିକଣ୍ଠ ଦାଶ) | |||||
ଦିବା ୧:୩୦ - ଦିବା ୨:୩୦: ମଧ୍ୟାହ୍ନ ଭୋଜନ ବିରତି | ||||||||
ଅପରାହ୍ଣ ୨:୩୦ - ୩:୩୦ | ଅପରାହ୍ଣ ୩:୩୦ - ୪:୦୦ | ଅପରାହ୍ଣ ୪:୦୦ - ୪:୩୦ | ଦିବା ୪:୩୦ - ଦିବା ୫:୦୦ | |||||
ଉଚ୍ଚତର କର୍ମଶାଳା (ଅଂଶୁମାନ ଗିରି) | ଉଇକିପିଡ଼ିଆ ଓ ଉଇକିଡାଟା (ମୃତ୍ୟୁଞ୍ଜୟ କର) | ![]() | ଉଇକିଆଳି ଆଲୋଚନାଚକ୍ର ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ |
, | ଏବଂ |
ମିଡ଼ିଆ ସହଯୋଗୀ
ଯଦି ଆପଣ ଓଡ଼ିଶା ଦିବସ ୨୦୧୪ କୁ ସହଯୋଗ କରିବାକୁ ଚାହାନ୍ତି ତେବେ [email protected] ରେ ମେଲ କରନ୍ତୁ ।
🔥 Top keywords: ପ୍ରଧାନ ପୃଷ୍ଠାଗୋପବନ୍ଧୁ ଦାସମିଡ଼ିଆଉଇକି:Interwiki-links.jsସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁଗଙ୍ଗାଧର ମେହେରଫକୀର ମୋହନ ସେନାପତିଓଡ଼ିଆ ସାହିତ୍ୟରାଧାନାଥ ରାୟରଥଯାତ୍ରାସାରଳା ଦାସମହାତ୍ମା ଗାନ୍ଧୀଓଡ଼ିଆ ଭାଷାଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥ ମନ୍ଦିରଉଇକିପିଡ଼ିଆ:ଆମେ ଦାୟୀ ନୋହୁଁକପିଳେନ୍ଦ୍ର ଦେବଉଇକିପିଡ଼ିଆଗୋପାଳକୃଷ୍ଣ ପଟ୍ଟନାୟକମଧୁସୂଦନ ଦାସଜଗନ୍ନାଥବିଶେଷ:ନଗଦବଦଳସୁରେନ୍ଦ୍ର ମହାନ୍ତିଜଗନ୍ନାଥ ଦାସଚନ୍ଦ୍ରଶେଖର ରଥଉଇକିପିଡ଼ିଆ:ଆମ ସହ ଯୋଗାଯୋଗଗୋପୀନାଥ ମହାନ୍ତିଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାଗୌରୀଶଙ୍କର ରାୟଉପେନ୍ଦ୍ର ଭଞ୍ଜକୁନ୍ତଳା କୁମାରୀ ସାବତଗୋଦାବରୀଶ ମିଶ୍ରଉଇକିପିଡ଼ିଆ:ବାବଦରେମଧୁସୂଦନ ରାଓମନୋଜ ଦାସସହଯୋଗ:ବିଷୟବସ୍ତୁଲକ୍ଷ୍ମୀକାନ୍ତ ମହାପାତ୍ରଭୀମ ଭୋଇଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେ