ଗଳା ପ୍ରଦାହ
ଗଳା ପ୍ରଦାହ ରୋଗରେ ତଣ୍ଟି ପଛ ପାଖରେ ପ୍ରଦାହ ହୁଏ । ଏହା ଫଳରେ ଜ୍ୱର ଓ ଗଳା ଯନ୍ତ୍ରଣା (sore throat) ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ନାକରୁ ପାଣି ବୋହିବା, କାଶ, ମୁଣ୍ଡବଥା, କର୍କଶ ସ୍ୱର (hoarse voice) ହୁଏ । ଲକ୍ଷଣ ପ୍ରାୟ ୩ରୁ ୫ ଦିନ ପର୍ଯ୍ୟନ୍ତ ରହେ ।ରୋଗ ଜଟିଳ ହେଲେ ସାଇନୁସାଇଟିସ (sinusitis) , ଆକ୍ୟୁଟ ଓଟାଇଟିସ ମିଡିଆ ହୁଏ (acute otitis media) । ଗଳା ପ୍ରଦାହ ରୋଗ ଏକ ପ୍ରକାର ଶ୍ୱାସନଳୀ ସଂକ୍ରମଣ ଯୋଗୁ ହୁଏ ।[୧]
ଗଳା ପ୍ରଦାହ | |
---|---|
acute sore throat | |
![]() ଭୁତାଣୁ ଜନିତ ଗଳା ପ୍ରଦାହ । ଗଳା ଲାଲ ଦେଖାଯାଉଛି ଓ ଫୁଲିଛି । | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | /fær[invalid input: 'ɨ']nˈdʒaɪt[invalid input: 'ɨ']s/ |
ସ୍ପେଶାଲିଟି | Infectious disease |
ଆଇସିଡ଼ି-୧୦ | J02., J31.2 |
ଆଇସିଡ଼ି-୯-ସିଏମ୍ | 462, 472.1 |
ରୋଗ ଡାଟାବେସ | 24580 |
ମେଡ଼ିସିନ-ପ୍ଲସ | 000655 |
ଇ-ମେଡ଼ିସିନ | emerg/419 |
MeSH | D010612 |
ଆଧାର
ସମ୍ପାଦନା- ↑ "Pharyngitis". National Library of Medicine. Retrieved 4 August 2016.
🔥 Top keywords: ପ୍ରଧାନ ପୃଷ୍ଠାବିଶେଷ:ଖୋଜନ୍ତୁଗଙ୍ଗାଧର ମେହେରଉପେନ୍ଦ୍ର ଭଞ୍ଜଫକୀର ମୋହନ ସେନାପତିସିକ୍ଲ ସେଲ୍ ରୋଗଗୋପବନ୍ଧୁ ଦାସସାରଳା ଦାସରଥଯାତ୍ରାରାଧାନାଥ ରାୟଓଡ଼ିଆ ସାହିତ୍ୟଭୁବନେଶ୍ୱର ବେହେରାଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥ ମନ୍ଦିରଜଗନ୍ନାଥଲକ୍ଷ୍ମୀକାନ୍ତ ମହାପାତ୍ରମନୋଜ ଦାସଜଗନ୍ନାଥ ଦାସମଧୁସୂଦନ ରାଓଗୋପୀନାଥ ମହାନ୍ତିଭୀମ ଭୋଇସ୍ୱାମୀ ବିବେକାନନ୍ଦଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଓଡ଼ିଆ ଭାଷାବିଶେଷ:ନଗଦବଦଳକବିସୂର୍ଯ୍ୟ ବଳଦେବ ରଥଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକମହାତ୍ମା ଗାନ୍ଧୀସୀତାକାନ୍ତ ମହାପାତ୍ରସୁରେନ୍ଦ୍ର ମହାନ୍ତିଭାରତୀୟ ଜାତୀୟ କ୍ରିକେଟ ଦଳଉଇକିପିଡ଼ିଆ:ଆମ ସହ ଯୋଗାଯୋଗମଧୁସୂଦନ ଦାସଓଡ଼ିଶାଉଇକିପିଡ଼ିଆମିଡ଼ିଆଉଇକି:Interwiki-links.jsବିଜୟ ମିଶ୍ରଛାଞ୍ଚ:Smiley/doc