ନାକରୁ ରକ୍ତସ୍ରାବ

ନାକରୁ ରକ୍ତସ୍ରାବ (English: Epistaxis ବା Nosebleed) ଏକ ଲକ୍ଷଣ । ଏହି ଶବ୍ଦଟି ଗ୍ରୀସ ଭାଷାରୁ ((from Greek: ἐπιστάζω (epistazo) to bleed from the nose: ἐπί (epi) - "above", "over" + στάζω (stazo) - "to drip [from the nostrils]")) ଆସିଛି । ଏହା ଏକ ସାଧାରଣ ବେମାରୀ । ଏଥିରେ ନାକରୁ ରକ୍ତ ବହେ । ନାକ ରକ୍ତସ୍ରାବ ଦୁଇ ଭାଗରେ ବର୍ଣ୍ଣନା କରାଯାଏ ଯଥା ସମ୍ମୁଖ ଭାଗ ରକ୍ତସ୍ରାବ ଓ ପୃଷ୍ଠ ଭାଗ ରକ୍ତସ୍ରାବ । ଶେଷୋକ୍ତ ସ୍ରାବ କ୍ୱଚିତ ଦେଖାଯାଏ କିନ୍ତୁ ସଙ୍ଗେ ସଙ୍ଗେ ଡାକ୍ତରୀ ପରାମର୍ଶ ଆବଶ୍ୟକ କରେ । ଅତ୍ୟଧିକ ରକ୍ତସ୍ରାବ ହେଲେ ଲୁହବାହୀ ନଳୀ ମଧ୍ୟ ଦେଇ ରକ୍ତ ଆଖିରେ ପ୍ରବେଶ କରିବା ପରେ ଆଖିରୁ ରକ୍ତ ବହେ । ନାକରୁ ରକ୍ତ ବହି ଖାଦ୍ୟନଳୀକୁ ଯାଇ ପାକସ୍ଥଳୀରେ ପ୍ରବେଶ କରିପାରେ । ରକ୍ତ ତରଳ ବା ମୁଣ୍ଡା ହୁଏ । ରକ୍ତସ୍ରାବ ଦେଖିଲେ ଭୟ ଲାଗେ, କିଛି ରୋଗୀଙ୍କର ଡାକ୍ତରୀ ପରାମର୍ଶ ଦରକାର ହୁଏ କିନ୍ତୁ ଏହା କ୍ୱଚିତ ଘାତକ ହୁଏ । ଏକ ପରିସଂଖ୍ୟାନରୁ ଜଣାଯାଏ, ୧୯୯୯ ମସିହାରେ ଆମେରିକାରେ ୨.୪ ନିୟୁତ ମୃତ୍ୟୁରେ ମାତ୍ର ୪ଟି ଘାତକ ଥିଲା[୧] । ରକ୍ତସ୍ରାବ ହେଲେ ମୁଣ୍ଡକୁ ସାମାନ୍ୟ ଆଗକୁ ନୁଏଁଇ ନାକ ପୁଡ଼ାକୁ ୫ରୁ ୨୦ ମିନିଟ ଧରି ଚିପି ଧରିଲେ ରକ୍ତ ଜମାଟ ବାନ୍ଧି ସ୍ରାବ ବନ୍ଦ ହୋଇଯାଏ ।

Nosebleed
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଆଇସିଡ଼ି-୧୦R04.0
ଆଇସିଡ଼ି-୯-ସିଏମ୍784.7
ରୋଗ ଡାଟାବେସ18327
ମେଡ଼ିସିନ-ପ୍ଲସ003106
ଇ-ମେଡ଼ିସିନemerg/806 ent/701, ped/1618
Patient UKନାକରୁ ରକ୍ତସ୍ରାବ
MeSHC08.460.261

ରକ୍ତସ୍ରାବ ସ୍ଥାନୀୟ କାରଣ ବା ଶାରୀରିକ କାରଣ ଯୋଗୁ ବହେ । କୌଣସି କାରଣ ନ ଥାଇ ମଧ୍ୟ ରକ୍ତସ୍ରାବ ହୁଏ ।

ସ୍ଥାନୀୟ କାରଣ

ସମ୍ପାଦନା
  • ମୁଣ୍ଡା ଆଘାତ ଯେପରିକି ମୁଷ୍ଠି ଘାତ ଯାହା ନାକ ଅସ୍ଥି ଭଗ୍ନ ସହ ଦେଖାଯାଏ ।
  • ନାକ ଭିତରେ ଆଙ୍ଗୁଠି ପୁରେଇ କେଞ୍ଚିଲେ ।
  • ପ୍ରଦାହ: ଶ୍ୱାସ ନଳୀ ପ୍ରଦାହ, ସାଇନୁସାଇଟିସ, ରାଇନାଇଟିସ ଓ ବାୟୁମଣ୍ଡଳରେ ଥିବା ଉତ୍ତେଜକ ପଦାର୍ଥ ।

ଅନ୍ୟାନ୍ୟ କାରଣ

ସମ୍ପାଦନା

ଶାରୀରିକ କାରଣ

ସମ୍ପାଦନା

ଶାରୀରିକ ବିକାରି କ୍ରିୟା

ସମ୍ପାଦନା
  1. Work Table I. Deaths from each cause by 5-year age groups, race and sex: US, 1999 Page 1922. U.S. Centers for Disease Control Published 2001-05-11.
  2. "What's in your protein drink". Retrieved 29 January 2012.

ବାହାର ଲିଙ୍କ

ସମ୍ପାଦନା
🔥 Top keywords: ପ୍ରଧାନ ପୃଷ୍ଠାସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.jsଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀରାଧାନାଥ ରାୟଓଡ଼ିଆ ସାହିତ୍ୟଗଙ୍ଗାଧର ମେହେରରଥଯାତ୍ରାଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଗୋପବନ୍ଧୁ ଦାସଜଗନ୍ନାଥଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥ ମନ୍ଦିରମଧୁସୂଦନ ରାଓମଧୁସୂଦନ ଦାସସୁରେନ୍ଦ୍ର ମହାନ୍ତିସାରଳା ଦାସଜଗନ୍ନାଥ ଦାସଉଇକିପିଡ଼ିଆବିଶେଷ:ନଗଦବଦଳପରମାନନ୍ଦ ମହାନ୍ତିଭାରତଲକ୍ଷ୍ମୀକାନ୍ତ ମହାପାତ୍ରଅଣସରଯଦୁମଣି ମହାପାତ୍ରଗୋଲୋକ ବିହାରୀ ଧଳସ୍ୱାମୀ ବିବେକାନନ୍ଦଗୋପୀନାଥ ମହାନ୍ତିକୋଣାର୍କ ସୂର୍ଯ୍ୟ ମନ୍ଦିରଭକ୍ତ ଚରଣ ଦାସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେରମାକାନ୍ତ ରଥକାଳୀଚରଣ ପଟ୍ଟନାୟକକାହ୍ନୁଚରଣ ମହାନ୍ତିୟୁକ୍ଲିଡ୍ଓଡ଼ିଶାନମିତା ଅଗ୍ରୱାଲ