ନିମୁ ଭୌମିକ

ଭାରତୀୟ ରାଜନେତା

ନିମୁ ଭୌମିକ (ବଙ୍ଗଳା: নিমু ভৌমিক, ୧୪ ନଭେମ୍ବର ୧୯୩୫ – ୨୭ ଅଗଷ୍ଟ ୨୦୧୯) [୨] ଜଣେ ଭାରତୀୟ ଅଭିନେତା ଥିଲେ, ଯିଏକି ବଙ୍ଗଳା କଥାଚିତ୍ର ଜଗତରେ କାମ କରୁଥିଲେ ।[୩] ସେ ଜଣେ ହାସ୍ୟ ତଥା ଖଳ ଅଭିନେତା ଭାବରେ ଜଣାଶୁଣା ।

ନିମୁ ଭୌମିକ
ଜନ୍ମ(1935-11-14)୧୪ ନଭେମ୍ବର ୧୯୩୫
ଦିନାଜପୁର, ବେଙ୍ଗଲ ପ୍ରେସିଡେନ୍ସି, ବ୍ରିଟିଶ ଭାରତ
ମୃତ୍ୟୁ୨୭ ଅଗଷ୍ଟ ୨୦୧୯(2019-08-27) (ବୟସ ୮୩)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତା, ରାଜନେତା[୧]
ସକ୍ରିୟ ବର୍ଷ୧୯୬୬–୨୦୧୯
ସନ୍ତାନ

ସେ ୧୯୫୮ ମସିହାରେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ କଥାଚିତ୍ର ଥିଲା ବାଘା ଜତୀନ[୪] ୧୯୬୬ ମସିହାରେ ତାଙ୍କ ଜୀବନର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ କଥାଚିତ୍ର ମୋନିହାର ମୁକ୍ତିଲାଭ କରିଥିଲା । ସେ ପ୍ରାୟ ୬୦ଟି କଥାଚିତ୍ରରେ ଅଭିନୟ କରିଥିଲେ ଯେଉଁଥିରେ ଜଣେ ସାଧାରଣ ବଙ୍ଗୀୟ ବ୍ୟକ୍ତିଙ୍କ ଭୂମିକାରେ ପ୍ରାୟ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଶେଷ କଥାଚିତ୍ର ଥିଲା ଖୁଦା, ଯାହାକି ୨୦୧୯ ମସିହାରେ ମୁକ୍ତିଲାଭ କରିଥିଲା । ସେ ପ୍ରତ୍ୟାବର୍ତ୍ତନ ନାମକ ଏକ କଥାଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।

ରାଜନୈତିକ ଜୀବନ

ସମ୍ପାଦନା

ସେ ବିଜେପିରେ ଯୋଗ ଦେଇଥିଲେ ଏବଂ ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ରାଇଗଞ୍ଜ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ, ମାତ୍ର ପରାଜିତ ହୋଇଥିଲେ ।

ଅଭିନୀତ କଥାଚିତ୍ର

ସମ୍ପାଦନା
  • ବାଘା ଜତିନ (୧୯୫୮)
  • ମୋନିହାର (୧୯୬୬)
  • ବଘିନି (୧୯୬୮)
  • ଦୁଇ ପୃଥିବୀ (୧୯୭୦)
  • ସ୍ତ୍ରୀର ପତ୍ର (୧୯୭୨)
  • ଛେରା ତାମସୁକ୍ (୧୯୭୪)
  • ବିକେଲେ ଭୋରେର ଫୁଲ (୧୯୭୪)
  • ଗଣଦେବତା (୧୯୭୮)
  • ଦାଦର କିର୍ତ୍ତୀ (୧୯୮୦)
  • ସାହେବ (୧୯୮୧)
  • ଗୁରୁ ଦକ୍ଷିଣା (୧୯୮୭)
  • ଛୋଟ ବୋଉ (୧୯୮୮)
  • ପ୍ରତୀକ (୧୯୮୮)
  • ମଙ୍ଗଲ ଦୀପ (୧୯୮୯)
  • ସିନ୍ଥିର ସିନ୍ଦୂର (୧୯୯୬)
  • ଅପରାଜିତା (୧୯୯୮)
  • ନଦୀର ପାରେ ଆମେର ବାରି (୨୦୦୧)
  • ପ୍ରତିବାଦ (୨୦୦୧)
  • ସାଥି (୨୦୦୨)
  • ସଂଗୀତ (୨୦୦୩)
  • ନାଟେର ଗୁରୁ (୨୦୦୩)
  • ତୁଲକଲାମ (୨୦୦୭)
  • ଏକଟି ମୁହୁର୍ତ୍ତେର ଜନ୍ୟୋ (୨୦୧୪)
  • ଅଚେନା ବନ୍ଧୁତ୍ୱୋ (୨୦୧୫)
  • ପ୍ରତ୍ୟାବର୍ତ୍ତନ (୨୦୧୫)
  • ନବାବ (୨୦୧୭)
  • ଦଶ ମାସ ଦଶ ଦିନେର ଗଳ୍ପ (୨୦୧୯)
  • ଖୁଦା (୨୦୧୯)
  1. "निमु भौमिक". Archived from the original on 2019-08-29. Retrieved 2023-06-29.
  2. "Veteran Bengali actor Nimu Bhowmik dead".
  3. "Veteran Bengali Actor Nimu Bhowmik Passes Away At 84". abplive.in. Archived from the original on 2019-09-14. Retrieved 2023-06-29.
  4. "Neemu Bhoumik seeks LS entry; people's issues, Raiganj roots in mind". The Indian Express (in ଇଂରାଜୀ). 2014-04-10. Retrieved 2021-10-26.

ବାହାର ଲିଙ୍କ୍

ସମ୍ପାଦନା
🔥 Top keywords: ପ୍ରଧାନ ପୃଷ୍ଠାଗୋପବନ୍ଧୁ ଦାସବିଶେଷ:ଖୋଜନ୍ତୁଫକୀର ମୋହନ ସେନାପତିଗଙ୍ଗାଧର ମେହେରମିଡ଼ିଆଉଇକି:Interwiki-links.jsରଥଯାତ୍ରାରାଧାନାଥ ରାୟମହାତ୍ମା ଗାନ୍ଧୀଜଗନ୍ନାଥ ଦାସସିକ୍ଲ ସେଲ୍ ରୋଗଓଡ଼ିଆ ସାହିତ୍ୟଜଗନ୍ନାଥ ମନ୍ଦିରପଞ୍ଚସଖାଦ୍ୱିତୀୟ ବିଶ୍ୱଯୁଦ୍ଧମଧୁସୂଦନ ଦାସସାରଳା ଦାସଉପେନ୍ଦ୍ର ଭଞ୍ଜଜଗନ୍ନାଥମଧୁସୂଦନ ରାଓଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକବିଶେଷ:ନଗଦବଦଳଲକ୍ଷ୍ମୀକାନ୍ତ ମହାପାତ୍ରରୁମା ଦେବୀଓଡ଼ିଆ ଭାଷାଗୋପୀନାଥ ମହାନ୍ତିଉଇକିପିଡ଼ିଆଉଇକିପିଡ଼ିଆ:ଆମେ ଦାୟୀ ନୋହୁଁବ୍ୟବହାରକାରୀ:SRIKANTA KUMAR NAYAK/ପୁରୀ ଖରୁଡାଙ୍କ ଘଣ୍ଟୁଆ ସେବାମେଘା ମିତ୍ତଲଉଇକିପିଡ଼ିଆ:ବାବଦରେପ୍ରତିଭା ରାୟସୁରେନ୍ଦ୍ର ମହାନ୍ତିଅଚ୍ୟୁତାନନ୍ଦ ଦାସଓଡ଼ିଶାକୋଣାର୍କ ସୂର୍ଯ୍ୟ ମନ୍ଦିରସଚ୍ଚିଦାନନ୍ଦ ରାଉତରାୟକାଳିନ୍ଦୀ ଚରଣ ପାଣିଗ୍ରାହୀସହଯୋଗ:ବିଷୟବସ୍ତୁ