ଭାଗଲ୍ପୁର
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Bhagalpur | |
---|---|
Metropolitan City | |
![]() Ghantaghar,Bhagalpur | |
Nickname: Silk City | |
ଦେଶ | ![]() |
ରାଜ୍ୟ | Bihar |
ଜିଲ୍ଲା | Bhagalpur |
Urban Agglomeration | Bhagalpur |
Municipal Corporation | Bhagalpur Municipal Corporation |
Government | |
• Mayor | Deepak Bhuwania (JD(U)) |
Area | |
• ସମୁଦାୟ | 110 km2 (40 sq mi) |
• Rank | 2nd |
Elevation | 52 m (171 ft) |
Population (2011)[୨] | |
• Total | ୪,୧୦,୨୧୦ |
• Rank | 115th |
Demonym | Bhagalpurites |
ଭାଷା | |
• ସରକାରୀ | Angika, Hindi |
Time zone | UTC+5:30 (IST) |
Postal Index Number | 812001-81XXXX |
STD Code | 0641 |
ଯାନବାହାନ ପଞ୍ଚୀକରଣ | BR 10 XXXX |
Website | bhagalpur |
ଭାଗଲ୍ପୁର ଏକ ଭାରତୀୟ ପୌର ପରିଷଦ (Municipal Corporation) ଅଟେ । ଏହା ବିହାରର ଭଗଲ୍ପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
ସମ୍ପାଦନାଭାଗଲ୍ପୁର ୨୫.୨୪୪୫ ଉତ୍ତର ଅକ୍ଷାଂଶ ଓ ୮୬.୯୭୧୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୫୦ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
ସମ୍ପାଦନା୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭାଗଲ୍ପୁର ସହରର ମୋଟ ଜନସଂଖ୍ୟା ୩୪୦୩୪୯ ଅଟେ ।[୪] ସେଥି ମଧ୍ୟରୁ ୫୩.୬୮% ଜଣ ପରୁଷ ହୋଇଥିବା ବେଳେ ୪୬.୩୨% ଜଣ ନାରୀ ଅଟନ୍ତି । ଭାଗଲ୍ପୁରର ସାକ୍ଷରତା ହାର ୬୪.୩୪% ଅଟେ । ଏହା ଜାତୀୟ ହାରଠାରୁ ୦.୫୦% ପ୍ରତିଶତ କମ ଅଟେ । ସେଥିରୁ ୩୭.୪୩% ପ୍ରତିଶତ ପୁରୁଷ ଓ ୨୬.୯୧% ନାରୀ ଅଟନ୍ତି । ୧୪.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
ସମ୍ପାଦନାହିନ୍ଦୀ ଭାଗଲ୍ପୁରର ସରକାରୀ ଭାଷା ଅଟେ ।
ପାଣିପାଗ
ସମ୍ପାଦନାBhagalpur | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଭାଗଲ୍ପୁରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୨.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୨୧.୩ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୨୫୫.୨ mm/inches ହୋଇଥାଏ ।
Climate data for Bhagalpur, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 24.6 (76.3) | 27.7 (81.9) | 33.8 (92.8) | 37.8 (100) | 37.6 (99.7) | 36.2 (97.2) | 33.3 (91.9) | 33.2 (91.8) | 33.2 (91.8) | 32.8 (91) | 30.4 (86.7) | 26.1 (79) | 32.3 (90.1) |
ହାରାହାରି ସର୍ବନିମ୍ନ °C (°F) | 12.2 (54) | 14.5 (58.1) | 19.6 (67.3) | 23.7 (74.7) | 24.9 (76.8) | 26.6 (79.9) | 26.4 (79.5) | 26.4 (79.5) | 26.0 (78.8) | 23.5 (74.3) | 18.4 (65.1) | 13.4 (56.1) | 21.3 (70.3) |
Average rainfall mm (inches) | 13.7 (0.539) | 13.5 (0.531) | 10.9 (0.429) | 20.8 (0.819) | 68.7 (2.705) | 211.9 (8.343) | 315.4 (12.417) | 272.1 (10.713) | 221.3 (8.713) | 90.4 (3.559) | 6.8 (0.268) | 9.5 (0.374) | ୧,୨୫୫.୨ (୪୯.୪୧୭) |
ହାରାହାରି ମେଘାତ୍ସନ ଦିବସ | 1.0 | 1.5 | 1.1 | 1.8 | 4.8 | 9.5 | 14.5 | 12.4 | 10.1 | 3.7 | 0.7 | 0.8 | 61.8 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.4 | 0.6 | 1.3 | 2.3 | 5.8 | 6.7 | 8.6 | 8.7 | 7.5 | 3.0 | 0.2 | 0.1 | 45.0 |
ହାରାହାରି କୁହୁଡ଼ି ଘେରା ଦିବସ | 2.3 | 0.3 | 0.1 | 0.1 | 0.0 | 0.1 | 0.0 | 0.0 | 0.0 | 0.2 | 0.4 | 0.5 | 4.1 |
Source: India Meteorological Department (temperatures and precipitation)[୬][୭] |
ଆହୁରି ପଢନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "Elevation of Bhagalpur". dateandtime.info/.
- ↑ "Urban Agglomerations/Cities having population 1 lakh and above" (PDF). Office of the Registrar General & Census Commissioner, India. Retrieved 12 May 2014.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Bhagalpur". Worldweather.wmo.int. 5 October 2006. Retrieved 28 June 2015.
- ↑ "{{subst:PAGENAME}}- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.