ରବିନାରାୟଣ ନାଏକ (୧୯୬୯ ଜନ୍ମ)

ଓଡ଼ିଆ ରାଜନୀତିଜ୍ଞ

ରବିନାରାୟଣ ନାଏକ (ଜନ୍ମ: ୩୦ ଜୁନ ୧୯୬୯) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ରବିନାରାୟଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୦, ୨୦୦୪, ୨୦୧୪ ଓ ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କୁଚିଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ଶ, ୧୩ଶ, ୧୫ଶ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରବିନାରାୟଣ ନାଏକ
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୨୪ – ଏବେଯାଏଁ
ପୂର୍ବ ଅଧିକାରୀକିଶୋର ଚନ୍ଦ୍ର ନାଏକ
ନିର୍ବାଚନ ମଣ୍ଡଳୀକୁଚିଣ୍ଡା
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ପୂର୍ବ ଅଧିକାରୀରାଜେନ୍ଦ୍ର କୁମାର ଛତ୍ରିଆ
ପର ଅଧିକାରୀକିଶୋର ଚନ୍ଦ୍ର ନାଏକ
ନିର୍ବାଚନ ମଣ୍ଡଳୀକୁଚିଣ୍ଡା
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀପାଣୁ ଚନ୍ଦ୍ର ନାଏକ
ପର ଅଧିକାରୀରାଜେନ୍ଦ୍ର କୁମାର ଛତ୍ରିଆ
ନିର୍ବାଚନ ମଣ୍ଡଳୀକୁଚିଣ୍ଡା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1969-06-30)୩୦ ଜୁନ ୧୯୬୯
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ବାପା/ବୋଉଦଶରଥ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ଶିକ୍ଷା ଓ ପରିବାର

ସମ୍ପାଦନା

ରବିନାରାୟଣ ୧୯୬୯ ମସିହାର ଜୁନ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦଶରଥ ନାଏକ । ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକ ।[୨]

ରାଜନୈତିକ ଜୀବନ

ସମ୍ପାଦନା

ରବିନାରାୟଣ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୩] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଛନ୍ତି ।

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ କୁଚିଣ୍ଡା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୯୫,୭୧୬ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ରାଜେନ୍ଦ୍ର କୁମାର ଛତ୍ରିଆକୁ ୩୨,୨୨୦ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।

ବିଧାନ ସଭା ସଭ୍ୟ ବିବରଣୀ

ସମ୍ପାଦନା
ଆରମ୍ଭଶେଷପଦବୀନିର୍ବାଚନ ମଣ୍ଡଳୀଦଳ
୨୦୦୦୨୦୦୪ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭାକୁଚିଣ୍ଡାଭାରତୀୟ ଜନତା ପାର୍ଟି
୨୦୦୪୨୦୦୯ସଭ୍ୟ, ୧୩ଶ ଓଡ଼ିଶା ବିଧାନ ସଭା
୨୦୧୪୨୦୧୯ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା
୨୦୨୪ଏବେଯାଏଁସଭ୍ୟ, ୧୭ଶ ଓଡ଼ିଶା ବିଧାନ ସଭା
  1. Desk, India com News (23 May 2019). "Odisha Assembly Election 2019 Results: Rajgangapur, Bonai, Kuchinda, Rengali, Sambalpur, Rairakhol Winners List". India News, Breaking News, Entertainment News | India.com (in ଇଂରାଜୀ). Retrieved 23 August 2020.
  2. "Shri Rabinarayan Naik". odishaassembly.nic.in. Odisha Assembly. Retrieved 22 August 2020.
  3. "୩୬ ସାଂଗଠନିକ ଜିଲ୍ଲା ପାଇଁ ବିଜେପିର ନୂଆ ପ୍ରଭାରୀ | Sambad". ସମ୍ବାଦ. sambad.in. 23 July 2020. Retrieved 23 August 2020.
  4. "General Election to Assembly Constituencies 2024: Kuchinda (Odisha)". Election Commission of India. Retrieved 11 June 2024.

ବାହାର ଲିଙ୍କ୍

ସମ୍ପାଦନା
🔥 Top keywords: ପ୍ରଧାନ ପୃଷ୍ଠାସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.jsଗଙ୍ଗାଧର ମେହେରଫକୀର ମୋହନ ସେନାପତିଗୋପବନ୍ଧୁ ଦାସରାଧାନାଥ ରାୟବିଶେଷ:ନଗଦବଦଳଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥ ମନ୍ଦିରଜଗନ୍ନାଥ ଦାସଲକ୍ଷ୍ମୀକାନ୍ତ ମହାପାତ୍ରମଧୁସୂଦନ ରାଓମଧୁସୂଦନ ଦାସଓଡ଼ିଆ ଭାଷାପ୍ରଧାନମନ୍ତ୍ରୀ ଜନଧନ ଯୋଜନାଓଡ଼ିଆ ସାହିତ୍ୟରଥଯାତ୍ରାସାରଳା ଦାସମହାତ୍ମା ଗାନ୍ଧୀଅଣସରଜଗନ୍ନାଥସୁରେନ୍ଦ୍ର ମହାନ୍ତିମନୋଜ ଦାସବଳଭଦ୍ରଭୀମ ଭୋଇବାରବାଟି ଦୁର୍ଗଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେସହଯୋଗ:ବିଷୟବସ୍ତୁସଚ୍ଚିଦାନନ୍ଦ ରାଉତରାୟପଞ୍ଚସଖାଗୋପୀନାଥ ମହାନ୍ତିକାନାଡ଼ାଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକାକୋଣାର୍କ ସୂର୍ଯ୍ୟ ମନ୍ଦିରଉପେନ୍ଦ୍ର ଭଞ୍ଜମୋହନ ଚରଣ ମାଝୀ