ରାଇରଙ୍ଗପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)

ବିଧାନ ସଭା ନିର୍ବାଚନ ମଣ୍ଡଳୀ

ରାଇରଙ୍ଗପୁର (କ୍ରମିକ ସଂଖ୍ୟା: ୨୮) ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ରାଇରଙ୍ଗପୁର (ବି), ରାଇରଙ୍ଗପୁର ବ୍ଳକ, ବହଳଦା ବ୍ଳକ, ତିରିଙ୍ଗ ବ୍ଳକ ଓ ଜାମଡ଼ା ବ୍ଳକ ।[୧][୨]

ରାଇରଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
ଭୋଟର ସଂଖ୍ୟା (୨୦୧୪):୨,୧୦,୨୨୯
ଜିଲ୍ଲା:ମୟୂରଭଞ୍ଜ
ଲୋକ ସଭା ନିର୍ବାଚନ ମଣ୍ଡଳୀ:ମୟୂରଭଞ୍ଜ
ପଞ୍ଚାୟତ ସମିତି:
ଗ୍ରାମ ପଞ୍ଚାୟତ:
ବିଜ୍ଞାପିତ ଅଞ୍ଚଳ ପରିଷଦ:
ପୌର ପରିଷଦ:
ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର

ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଶଇବ ସୁଶୀଳ କୁମାର ହାଁସଦା ଭାରତୀୟ ଜନତା ପାର୍ଟି ପ୍ରାର୍ଥିନୀ ଦ୍ରୋପଦୀ ମୁର୍ମୁଙ୍କଠାରୁ ୧୫୫୫୬ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୩]

ନିର୍ବାଚିତ ବିଧାୟକଗଣ

ସମ୍ପାଦନା

୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୪][୫][୩]

୨୦୦୯ ନିର୍ବାଚନ ଫଳାଫଳ

ସମ୍ପାଦନା

ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ୟାମ ଚରଣ ହାଁସଦା, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡିଙ୍କଠାରୁ ୪,୬୦୨ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୬]

୨୦୦୯ ବିଧାନ ସଭା ନିର୍ବାଚନ, ରାଇରଙ୍ଗପୁର [୭]
ରାଜନୈତିକ ଦଳପ୍ରାର୍ଥୀଭୋଟ%±%
କଂଗ୍ରେସଶ୍ୟାମ ଚରଣ ହାଁସଦା୨୪,୭୯୨୨୧.୫୩-
ଝାମୁମୋପୂର୍ଣ୍ଣ ଚନ୍ଦ୍ର ମାରାଣ୍ଡି୨୦,୧୯୦୧୭.୫୩-
ଭାଜପାଯଦୁରାମ ମୁର୍ମୁ୧୭,୮୯୮୧୫.୫୪-
ରାକପାକାଶୀନାଥ ହେମ୍ବ୍ରମ୧୪,୮୨୮୧୨.୮୮-
ସ୍ୱାଧୀନଖେଳାରାମ ମାହାଲି୧୨,୫୦୪୧୦.୮୬-
ଝାଡ଼ଖଣ୍ଡ ଦିଶମ ପାର୍ଟିସୋନାରାମ ସୋରେନ୮,୦୨୧୬.୯୭-
ସ୍ୱାଧୀନଲୋପାମୁଦ୍ରା ହାଁସଦା୬,୬୭୦୫.୭୯-
ସପାମଙ୍ଗଳ ସିଂହ ଟୁଡୁ୨,୬୯୬୨.୩୪-
ଜନତା ଦଳ (ସଂ)ଦୁର୍ଗା ହେମ୍ବ୍ରମ୨,୩୫୧୨.୦୪-
ସ୍ୱାଧୀନଚନ୍ଦ୍ର ମୋହନ ସୋରେନ୧,୫୯୫୧.୩୯-
ସ୍ୱାଧୀନପୀତାମ୍ବର ମାରାଣ୍ଡି୧,୫୧୭୧.୩୨-
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳସୋମାୟା ମୁର୍ମୁ୧,୨୯୨୧.୧୨-
ସ୍ୱାଧୀନଦୁଷ୍ମନ୍ତ କୁମାର ମାଝି୮୦୭୦.୭୦-
ଭୋଟ ବ୍ୟବଧାନ୪,୬୦୨୪.୦*-
ମତଦାନ ହାର୧,୧୫,୨୮୮୬୨.୮୨-

*: ମୋଟ ବୈଧ ଭୋଟର ଶତକଡ଼ା ଭାଗ

  1. Assembly Constituencies and their Extent
  2. Seats of Odisha
  3. ୩.୦ ୩.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
  4. "State Elections 2004 - Partywise Comparision for 4-Rairangpur Constituency of ORISSA". eci.nic.in. 2006. Retrieved 29 May 2013. List Of Winning Candidates
  5. http://orissa.gov.in/e-magazine/orissaannualreference/ORA-2011/pdf/453-501.pdf
  6. "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 29 May 2013. 4602
  7. http://eci.nic.in/eci_main/StatisticalReports/AE2009/stat_OR_April2009.pdf
🔥 Top keywords: ପ୍ରଧାନ ପୃଷ୍ଠାସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.jsଫକୀର ମୋହନ ସେନାପତିମହାତ୍ମା ଗାନ୍ଧୀରାଧାନାଥ ରାୟଓଡ଼ିଆ ସାହିତ୍ୟଗଙ୍ଗାଧର ମେହେରରଥଯାତ୍ରାଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକଗୋପବନ୍ଧୁ ଦାସଜଗନ୍ନାଥଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥ ମନ୍ଦିରମଧୁସୂଦନ ରାଓମଧୁସୂଦନ ଦାସସୁରେନ୍ଦ୍ର ମହାନ୍ତିସାରଳା ଦାସଜଗନ୍ନାଥ ଦାସଉଇକିପିଡ଼ିଆବିଶେଷ:ନଗଦବଦଳପରମାନନ୍ଦ ମହାନ୍ତିଭାରତଲକ୍ଷ୍ମୀକାନ୍ତ ମହାପାତ୍ରଅଣସରଯଦୁମଣି ମହାପାତ୍ରଗୋଲୋକ ବିହାରୀ ଧଳସ୍ୱାମୀ ବିବେକାନନ୍ଦଗୋପୀନାଥ ମହାନ୍ତିକୋଣାର୍କ ସୂର୍ଯ୍ୟ ମନ୍ଦିରଭକ୍ତ ଚରଣ ଦାସଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେରମାକାନ୍ତ ରଥକାଳୀଚରଣ ପଟ୍ଟନାୟକକାହ୍ନୁଚରଣ ମହାନ୍ତିୟୁକ୍ଲିଡ୍ଓଡ଼ିଶାନମିତା ଅଗ୍ରୱାଲ