ଲକ୍ଷମେଶ୍ୱର

[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]

Lakshmeshwar
ଦେଶ India
ରାଜ୍ୟକର୍ଣ୍ଣାଟକ
ଜିଲ୍ଲାଗଦଗ୍
Elevation
2,093[୧] m (Bad rounding hereFormatting error: invalid input when rounding ft)
Population
 (2001)[୧]
 • Total୩୩,୪୧୧
ଭାଷା
 • ସରକାରୀକନ୍ନଡ
Time zoneUTC+5:30 (IST)

ଲକ୍ଷମେଶ୍ୱର ଏକ ଭାରତୀୟ ସହର ଅଟେ । ଏହା କର୍ଣ୍ଣାଟକର ଗଦଗ୍ ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି

ସମ୍ପାଦନା

ଲକ୍ଷମେଶ୍ୱର ୧୫.୧୨୬୯ ଉତ୍ତର ଅକ୍ଷାଂଶ ଓ ୭୫.୪୬୯୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୯୩ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଲକ୍ଷମେଶ୍ୱର ସହରର ମୋଟ ଜନସଂଖ୍ୟା ୩୩୪୧୧ ଅଟେ ।[୨] ସେଥି ମଧ୍ୟରୁ ୫୦.୭୩% ଜଣ ପରୁଷ ହୋଇଥିବା ବେଳେ ୪୯.୨୭% ଜଣ ନାରୀ ଅଟନ୍ତି । ଲକ୍ଷମେଶ୍ୱରର ସାକ୍ଷରତା ହାର ୬୧.୫୭% ଅଟେ । ଏହା ଜାତୀୟ ହାରଠାରୁ ୩.୨୭% ପ୍ରତିଶତ କମ ଅଟେ । ସେଥିରୁ ୩୫.୩୯% ପ୍ରତିଶତ ପୁରୁଷ ଓ ୨୬.୧୮% ନାରୀ ଅଟନ୍ତି । ୧୩.୨୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

କନ୍ନଡ ଲକ୍ଷମେଶ୍ୱରର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା
🔥 Top keywords: ପ୍ରଧାନ ପୃଷ୍ଠାସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.jsବିଶେଷ:ନଗଦବଦଳଫକୀର ମୋହନ ସେନାପତିଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଦ୍ୱିତୀୟ ବିଶ୍ୱଯୁଦ୍ଧମଧୁସୂଦନ ଦାସଦେବୀ ପ୍ରସାଦ ମିଶ୍ରପ୍ରଧାନମନ୍ତ୍ରୀ ଜନଧନ ଯୋଜନାମଧୁସୂଦନ ରାଓରଥଯାତ୍ରାଜଗନ୍ନାଥ ଦାସରାଧାନାଥ ରାୟଜଗନ୍ନାଥଗୋପବନ୍ଧୁ ଦାସଓଡ଼ିଆ ସାହିତ୍ୟରମାକାନ୍ତ ରଥଅଣସରସାରଳା ଦାସଶ୍ରେଣୀ:୧୯୨୪ ଜନ୍ମଗୋଦାବରୀଶ ମହାପାତ୍ରମହାତ୍ମା ଗାନ୍ଧୀଜଗନ୍ନାଥ ମନ୍ଦିରଦେବସ୍ନାନ ପୂର୍ଣ୍ଣିମାଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଉପେନ୍ଦ୍ର ଭଞ୍ଜଯଦୁନାଥ ଦାସ ମହାପାତ୍ରଓଡ଼ିଆ ଭାଷାଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଭୀମ ଭୋଇସୀତାକାନ୍ତ ମହାପାତ୍ରସୁରେନ୍ଦ୍ର ମହାନ୍ତିଗୋଦାବରୀଶ ମିଶ୍ରଅଲାରନାଥ ମନ୍ଦିର