ଆଦୋନି

(Adoniରୁ ଲେଉଟି ଆସିଛି)

ଆଦୋନି ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ଆନ୍ଧ୍ର ପ୍ରଦେଶର କୁର୍ନୋଓଲ୍ ଜିଲ୍ଲାରେ ଅବସ୍ଥିତ ।

Adoni
ఆదోని
Adoni Fort
Adoni Fort
ଦେଶIndia
ରାଜ୍ୟAndhra Pradesh
RegionRayalaseema
ଜିଲ୍ଲାKurnool
Government
 • TypeMunicipal Council
 • MLAY.Sai Prasad Reddy (Yuvajana Sramika Rythu Congress Party)[୧]
Area
 • City32.71 km2 (12.63 sq mi)
Elevation
435 m (1,427 ft)
Population
 (2011)[୩]
 • City୧,୬୬,୫୩୭
 • Rank15th (in AP)
 • Density5,100/km2 (13,000/sq mi)
 • Metro୧,୮୪,୭୭୧
ଭାଷା
 • ସରକାରୀTelugu (official), Urdu (co-official)
Time zoneUTC+5:30 (IST)
PIN
518301
Telephone code+91–8512
ଯାନବାହାନ ପଞ୍ଚୀକରଣAP–21
Sex ratio1008 /
Lok Sabha constituencyKurnool
Assembly constituencyAdoni
WebsiteAdoni Municipality

ଭୌଗଳିକ ଅବସ୍ଥିତି

ସମ୍ପାଦନା

ଆଦୋନି ୧୫.୬୨୫୧ ଉତ୍ତର ଅକ୍ଷାଂଶ ଓ ୭୭.୨୭୫୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୬୬୯ ଫୁଟ ଉଚ୍ଚତାରେ ରହିଛି ।[୫]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଆଦୋନି ସହରର ମୋଟ ଜନସଂଖ୍ୟା ୧୫୫୯୬୯ ଅଟେ ।[୬] ସେଥି ମଧ୍ୟରୁ ୫୦.୫୯% ଜଣ ପରୁଷ ହୋଇଥିବା ବେଳେ ୪୯.୪୧% ଜଣ ନାରୀ ଅଟନ୍ତି । ଆଦୋନିର ସାକ୍ଷରତା ହାର ୫୧.୯୯% ଅଟେ । ଏହା ଜାତୀୟ ହାରଠାରୁ ୧୨.୮୫% ପ୍ରତିଶତ କମ ଅଟେ । ସେଥିରୁ ୩୦.୮୦% ପ୍ରତିଶତ ପୁରୁଷ ଓ ୨୧.୧୯% ନାରୀ ଅଟନ୍ତି । ୧୩.୪୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୬]

ତେଲୁଗୁ ଆଦୋନିର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ

ସମ୍ପାଦନା
  1. "MLA". AP State Portal. Archived from the original on 8 October 2014. Retrieved 30 October 2014.
  2. "Basic Information of Municipality". Municipal Administration & Urban Development Department, Govt. of Andhra Pradesh. Retrieved 18 January 2015.
  3. "Cities having population 1 lakh and above" (PDF). The Registrar General & Census Commissioner, India. Retrieved 18 January 2015.
  4. "Urban Agglomerations/Cities having population 1 lakh and above" (PDF). censusindia. The Registrar General & Census Commissioner, India. Retrieved 18 January 2015.
  5. "Directory of Cities, Towns, and Regions in India". Retrieved 27 September 2015.
  6. ୬.୦ ୬.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ

ସମ୍ପାଦନା
🔥 Top keywords: ପ୍ରଧାନ ପୃଷ୍ଠାସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁଫକୀର ମୋହନ ସେନାପତିମିଡ଼ିଆଉଇକି:Interwiki-links.jsଗଙ୍ଗାଧର ମେହେରରଥଯାତ୍ରାଓଡ଼ିଆ ସାହିତ୍ୟମନୋଜ ଦାସସାରଳା ଦାସରାଧାନାଥ ରାୟଲକ୍ଷ୍ମୀକାନ୍ତ ମହାପାତ୍ରଗୋପବନ୍ଧୁ ଦାସପଞ୍ଚସଖାଦ୍ୱିତୀୟ ବିଶ୍ୱଯୁଦ୍ଧଜଗନ୍ନାଥ ଦାସଉପେନ୍ଦ୍ର ଭଞ୍ଜବିଜୟ ମିଶ୍ରସଚ୍ଚିଦାନନ୍ଦ ରାଉତରାୟଓଡ଼ିଆ ଭାଷାବଳରାମ ଦାସଉଇକିପିଡ଼ିଆ:ସଙ୍ଘ ସୂଚନା ଫଳକମହାତ୍ମା ଗାନ୍ଧୀମଧୁସୂଦନ ଦାସଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଅଣସରଗୋପୀନାଥ ମହାନ୍ତିକାଳିନ୍ଦୀ ଚରଣ ପାଣିଗ୍ରାହୀଭୀମ ଭୋଇସୁରେନ୍ଦ୍ର ମହାନ୍ତିଉଇକିପିଡ଼ିଆ:ଆମ ସହ ଯୋଗାଯୋଗଜଗନ୍ନାଥ ମନ୍ଦିରବିଶେଷ:ନଗଦବଦଳସହଯୋଗ:ବିଷୟବସ୍ତୁଉଇକିପିଡ଼ିଆ:ଉଇକିପିଡ଼ିଆ ବାବଦରେମଧୁସୂଦନ ରାଓଜଗନ୍ନାଥଉଇକିପିଡ଼ିଆ:ଆଲୋଚନା ସଭାଗୋଦାବରୀଶ ମହାପାତ୍ର