ସମ୍ବଲପୁର ବିଶ୍ବବିଦ୍ୟାଳୟ


ସମ୍ବଲପୁର ବିଶ୍ୱବିଦ୍ୟାଳୟ ଓଡ଼ିଶାର ତୃତୀୟ ପୁରାତନ ବିଶ୍ୱବିଦ୍ୟାଳୟ ଯାହା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ଥାପନ ହବାର ଦୁଇ ଦିନ ପରେ ୧୯୬୩ ମସିହା, ଜାନୁୟାରୀ ୪ ତାରିଖ ଦିନ ସ୍ଥାପନା କରା ଯାଇଥିଲା। ପଶ୍ଚିମ ଓଡ଼ିଶାର ଉଚ୍ଚତର ଶିକ୍ଷାର ବିକାଶ କ୍ଷେତ୍ରରେ ଏହା ଏକ ବହୁତ ବଡ଼ ପଦକ୍ଷେପ ଥିଲା। ଜ୍ୟୋତିବିହାର ଭାବେ ପରିଚିତ ଏହାର ପରିସର ସମ୍ବଲପୁର ସହରଠାରୁ ୧୫ କି.ମି. ଦୂର ବୁର୍ଲାଠାରେ ଅବସ୍ଥିତ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ
ଲକ୍ଷ୍ୟ"ବିଦ୍ୟୟା ବିନ୍ଦତୋମୃତମ"
ସ୍ଥାପିତ୪ ଜାନୁୟାରୀ ୧୯୬୩
ପ୍ରକାରସାର୍ବଜନିକ
କୁଳାଧିପତିଏସ. ସି. ଜମିର
କୁଳପତିପ୍ରାଧ୍ୟାପକ ଚିତ୍ତ ରଞ୍ଜନ ତ୍ରିପାଠୀ
ଅବସ୍ଥାନବୁର୍ଲା , ସମ୍ବଲପୁର, ଓଡ଼ିଶା, ଭାରତ India
ପରିସରଜ୍ୟୋତିବିହାର ,ନଗର
ଅନୁବନ୍ଧନବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ,
ୱେବସାଇଟhttp://www.suniv.ac.in/index.html

ଇତିହାସ

ସମ୍ପାଦନା

ଅବସ୍ଥିତି

ସମ୍ପାଦନା

ପରିସରରେ ଉପଲବ୍ଧ ସୁବିଧା

ସମ୍ପାଦନା
🔥 Top keywords: ପ୍ରଧାନ ପୃଷ୍ଠାସିକ୍ଲ ସେଲ୍ ରୋଗବିଶେଷ:ଖୋଜନ୍ତୁମିଡ଼ିଆଉଇକି:Interwiki-links.jsବିଶେଷ:ନଗଦବଦଳଫକୀର ମୋହନ ସେନାପତିଲକ୍ଷ୍ମୀକାନ୍ତ ମହାପାତ୍ରଗଙ୍ଗାଧର ମେହେରଦ୍ୱିତୀୟ ବିଶ୍ୱଯୁଦ୍ଧମଧୁସୂଦନ ଦାସଦେବୀ ପ୍ରସାଦ ମିଶ୍ରପ୍ରଧାନମନ୍ତ୍ରୀ ଜନଧନ ଯୋଜନାମଧୁସୂଦନ ରାଓରଥଯାତ୍ରାଜଗନ୍ନାଥ ଦାସରାଧାନାଥ ରାୟଜଗନ୍ନାଥଗୋପବନ୍ଧୁ ଦାସଓଡ଼ିଆ ସାହିତ୍ୟରମାକାନ୍ତ ରଥଅଣସରସାରଳା ଦାସଶ୍ରେଣୀ:୧୯୨୪ ଜନ୍ମଗୋଦାବରୀଶ ମହାପାତ୍ରମହାତ୍ମା ଗାନ୍ଧୀଜଗନ୍ନାଥ ମନ୍ଦିରଦେବସ୍ନାନ ପୂର୍ଣ୍ଣିମାଉଇକିପିଡ଼ିଆ:ଆମେ ଦାୟୀ ନୋହୁଁଉପେନ୍ଦ୍ର ଭଞ୍ଜଯଦୁନାଥ ଦାସ ମହାପାତ୍ରଓଡ଼ିଆ ଭାଷାଓଡ଼ିଆ କବି ମାନଙ୍କର ତାଲିକାଓଡ଼ିଶାଉଇକିପିଡ଼ିଆ:ଆମ ସହ ଯୋଗାଯୋଗଭୀମ ଭୋଇସୀତାକାନ୍ତ ମହାପାତ୍ରସୁରେନ୍ଦ୍ର ମହାନ୍ତିଗୋଦାବରୀଶ ମିଶ୍ରଅଲାରନାଥ ମନ୍ଦିର